A Ring to Rosy Das
ଚାକିରିଟା Websco ରେ ପରମାନେଣ୍ଟ ଧରିନିଅ
ଅଡର ଟା ବାହାରିବାକୁ ଆଉ 15 ଦିନ ମାତ୍ର ।
ମାକୁ କହି ଦିଅ, ଆଉ ତମେ ବା ହେବନି କଟକେ,
ବା ପରେ ଚଳିଯିବା ରାଉରକେଲା ଗୋଟେ ବଖରାରେ,
ଶାଶୁ ସସୁରର ଝନଝଟ ନ ଥିବ-ଆରାମ ରେ
ସ୍କୁଟରରେ ବୁଲିବା ଆଜି ଈନ୍ଦୀରା ପାର୍କ ରେ
ତ କାଲି ହନୁମାନ ବାଟୀକାରେ ।।।
foto01a.jpg--The coffe girl of Odisha - Copy